ରେଳବାଇ କର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା : ୪ ଗିରଫ

ନୂଆଦିଲ୍ଳୀ: ଦିଲ୍ଳୀର ରେଳ ‌ଷ୍ଟେସନ୍‌ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଏଠାରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ରହିଛି ଯେ ୨ ଜଣ ରେଳ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୨ ଜଣ ଦୁଷ୍କର୍ମ ହେଉଥିବା ରୁମ୍‌କୁ ଜଗି ରହିଥିଲେ। ଘଟଣାଟି ଶୁକ୍ରବାର ଭୋରୁ ଘଟିଥିବା ଦିଲ୍ଲୀ ପୁଲିସ୍‌ ସୂଚନା ଦେଇଛି। ଶୁକ୍ରବାର ରାତି ପ୍ରାୟ ୨:୩୦ ସମୟରେ ମହିଳା ପୁଲିସ୍‌କୁ ଫୋନ୍‌ … Continue reading ରେଳବାଇ କର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା : ୪ ଗିରଫ